ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଜାରି

ଭୁବନେଶ୍ୱର : ସୋମବାର ରାଜ୍ୟ ବିଜେପିର ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ ହୋଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଓଡିଆ ସଂକଳ୍ପପତ୍ର ଲୋକର୍ପିତ ହୋଇଥିବା ବେଳେ ଓଡିଶା ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ବିଜେପିର ଲକ୍ଷ୍ୟ ଉଦେଶ୍ୟରେ ସଂକଳ୍ପପତ୍ର ଜାରି କରାଯାଇଛି। ସଂକଳ୍ପପତ୍ରକୁ ରାଜ୍ୟ ସଭାପତି ମନମୋହନ ସାମଲ ଲୋକାର୍ପଣ କରିଛନ୍ତି। ଓଡ଼ିଶାରେ ପ୍ରଚାର କରିବାକୁ ଆସିପାରନ୍ତି ରାହୁଲ, ପ୍ରିୟଙ୍କା ଓ ଖଡଗେ