www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ପାଇଁ ମତଦାନ ଆରମ୍ଭ : ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଭୋଟିଂ , ଆଜି ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ହେଉଛି ମତଦାନ..

ଝାଡଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ବି ମତଦାନ ଆରମ୍ଭ , ଆସନ୍ତା ୨୩ ତାରିଖରେ ଆସିବ ଦୁଇ ରାଜ୍ୟର ରେଜଲ୍ଟ..

- Advertisement -

ମହାରାଷ୍ଟ୍ରରେ ହେବିଓ୍ବେଟଙ୍କ ଭୋଟିଂ : ନାଗପୁର​‌ରେ ମତାଧିକାର ସାବ୍ୟସ୍ତ କଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗଓ୍ବତ୍ , ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସଚିନ୍ ତେନ୍ଦୁଲକର, ଅକ୍ଷୟ କୁମାର, ରାଜକୁମାର ରାଓ, ନିର୍ଦେଶକ କବିର ଖାନ୍ ଦେଲେ ଭୋଟ୍..

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

ଆଜିଠୁ ମଣ୍ଡିରେ ଧାନକିଣା ଆରମ୍ଭ: ଟୋକନ୍ ଟେନସନ୍ ଏବଂ ମିଲରର୍ସଙ୍କ ମନମାନୀ ଏବଂ କଟନୀଛଟନୀ ରୋକିବାକୁ ବ୍ୟାପକ ବ୍ୟବସ୍ଥା..

ଆଜିଠୁ ବରଗଡ ଏବଂ ୨୧ରେ ସମ୍ବଲପୁରରେ ଧାନ କିଣା, ମଣ୍ଡି ଜଗିବେ ମନ୍ତ୍ରୀ ଓ ଅଫିସର..

ବିବାହର ୨୯ ବର୍ଷ ପରେ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ଏ.ଆର ରେହମାନ୍ ଓ ପତ୍ନୀ, ସୋସିଆଲ ମିଡିଆ ଏକ୍ସରେ ବିବାହ ବିଚ୍ଛେଦ ନେଇ ଉଭୟଙ୍କ ସୂଚନା..

କମ୍ପୁଛି ବାଲିଯାତ୍ରା ଉତ୍ସବ : ବଲିଉଡ୍ ଗାୟକ ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ସଙ୍ଗୀତ ପ୍ରେମୀ, ସୋନୁଙ୍କର ଓଡିଆ ଗୀତରେ ଦୁଲୁକିଲା ବାଲିଯାତ୍ରା ମଞ୍ଚ, ଝୁମିଲେ ପିଲାଠୁ ବୟସ୍କ, ଯୋତା ଖୋଲି ଜଗନ୍ନାଥଙ୍କ ଭଜନ ଗାଇଲେ ସୋନୁ..

ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ..

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

ସୁରେଶଙ୍କ ପୈତୃକ ଘର, ଭଡା ଘର  ଏବଂ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଜାରି..

ଜଗସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ଅଭାବନୀୟ ଘଟଣା : ସିରସ୍ତା ଗାଁରେ ସନ୍ଦେହଜନକ ଭାବେ ଦୁଇ ଜଣଙ୍କର ମୃତ୍ୟୁ , ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବାର ସନ୍ଦେହ..

କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା : ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତ୍ତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories