କୋଣାର୍କ-ଚନ୍ଦ୍ରଭାଗା ରାସ୍ତାର ହେଲିପ୍ୟାଡ୍ ନିକଟରେ ଅଘଟଣ..
ବିଦ୍ୟୁତ୍ ତାର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀ ସଂଘ ସଭାପତିଙ୍କ ମୃତ୍ୟୁ..
ଭଦ୍ରକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ, ଦୁଇ ମୃତ..
ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ..
୭ଟାରୁ ପୂର୍ବହ୍ନ ୧୧ଟା ୩୦ ଯାଏ ଚାଲିବ ପାଠପଢା..
ପରଲୋକରେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ..
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀରେ ହେବ ଶେଷକୃତ୍ୟ..
ଆଇପିଏଲ ମହାସମର: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ମଧ୍ୟରେ ହେବ ଟକ୍କର..
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା..
ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର..
ଛତିଶଗଡ଼ ପୁଲିସକୁ ବଡ଼ ସଫଳତା: ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ..
ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ଛୁଇଁଲା ତାପମାତ୍ରା: ବାଲେଶ୍ବରରେ ସର୍ବାଧିକ ତାପମାତ୍ରା..
ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି..
ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା..



