www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ଵର: ରାଜଧୀନର ୨ଟି ସ୍ଥାନରେ ବୋମାମାଡ଼, ବାପୁଜୀନଗର କେଦାରପଲ୍ଲୀ ବସ୍ତିର ଲେନ-୧ ଏବଂ ଶିଶୁଭବନ ନିକଟ ବରହମପୁର ଗଳି ବସ୍ତିରେ ହୋଇଛି ବୋମାମାଡ଼..

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼..

- Advertisement -

ଯାଜପୁର: ସଦର ଥାନା ଅନ୍ତର୍ଗତ ବରୁହାଁ ନିକଟରେ ଖରସ୍ରୋତା ନଦୀକୁ ଡେଇଁଲେ ମହିଳା, ମହିଳା ଜଣକ ମଧୁବନ କୃଷ୍ଣପୁର ଅଞ୍ଚଳର ସୂଚନା, ପୋଲ ଉପରେ ରହିଛି ସ୍କୁଟି, ଚପଲ, ମୋବାଇଲ..

ଖୁବ୍‌ ଶୀଘ୍ର ହେଉଛି ଅତ୍ୟନ୍ତ ଶୁଭ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ଧନ, ସଫଳତା..

ବ୍ରହ୍ମପୁର: ବାଉଁଶିଆପଲ୍ଲୀସ୍ଥିତ ବେଆଇନ ଗୁଟଖା କାରଖାନାରେ ପୁଲିସର ଚଢ଼ାଉ, ବିପୁଳ ପରିମାଣର ଗୁଟଖା ପ୍ରସ୍ତୁତି ସାମଗ୍ରୀ ଜବତ, ୫ ଅଟକ..

ମୃତ ଶିଶୁକନ୍ୟାକୁ ଧରି ଧାରଣାରେ ବସିଲେ ବାପା-ମାଆ..

ଚିକିତ୍ସା ଅବହେଳାରୁ ୫ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ..

ମୟୂରଭଞ୍ଜ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ରଖି ଧାରଣାରେ ବସିଛନ୍ତି..

ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

ରାଜଗାଙ୍ଗପୁର: କୁତ୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ, କରମା ପୂଜା ଦେଖିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ..

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

ବୌଦ୍ଧ: ରାସ୍ତାରେ ଛିଡ଼ା ହୋଇଥିବା ୨ଟି ପିକଅପ ଭ୍ୟାନକୁ ଧକ୍କା ଦେଲା ବସ, ବସର ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା, ୫୭ ନଂ. ଜାତୀୟ ରାଜପଥର ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଘଟିଛି ଦୁର୍ଘଟଣା..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories