www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାତ୍ୟା ‘ମୋକା’ ପ୍ରଭାବରେ ମିଆଁମାରରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା..

ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ..

- Advertisement -

ରାଞ୍ଚିରେ ଚାଲିଥିବା ଜାତୀୟ ଫେଡେରେସନ କପ ସିନିୟର ଆଥଲେଟିକ ଚମ୍ପିଅନସିପର ୧୦୦ ମିଟର ଦୋୖଡରେ ମହିଳା ଓ ପୁରୁଷ ବିଭାଗରେ ଓଡିଶାକୁ ମିଳିଲା ୨ଟି ସ୍ୱର୍ଣ୍ଣ..

ମହିଳା ବିଭାଗରେ ଶ୍ରାବଣୀ ନନ୍ଦ ଓ ପୁରୁଷ ବିଭାଗରେ ଅମୀୟ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ..

ଜୁନ୍‌‌ ୪ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା..

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ, ମାଧ୍ୟମ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ..

୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍‌‌..

ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତା ନିକଟରୁ ଜବତ..

ଡିଲ୍‌‌ ବେଳେ ମାଡିବସିଲା ଏସଟିଏଫ୍‌‌.. ୨ ଗିରଫ..

ଚମ୍ପୁଆ : ଗଛରେ ପିଟିହେଲା ବୋଲେରୋ..୨ ମୃତ.. ୨ ଗୁରୁତର..

ରାମଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା..

ଝାଡଖଣ୍ଡରେ ବାହା ଭୋଜିରେ ଯୋଗଦେଇ ଫେରିଲା ବେଳେ ଦୁର୍ଘଟଣା..

୬ଟି ରାଜ୍ୟରେ ୧୦୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ..

ହରିୟାଣା, ପଞ୍ଜାବ, ରାଜସ୍ଥାନ, ୟୁପି, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଚଢାଉ..

ଆତଙ୍କୀ -ନିଶା- ସ୍ମଗଲର-ଗ୍ୟାଙ୍ଗଷ୍ଟର ଲିଙ୍କ୍‌‌ରେ ଚାଲିଛି ଚଢାଉ.. ରାଜ୍ୟ ପୁଲିସ ସହାୟତାରେ ସକାଳୁ ଚାଲିଛି ଚଢାଉ..

ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ..

ଆୟ ବହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢାଉ.. କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢାଉ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories