www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା..

ରାଉରକେଲାରୁ ଦିଲୀପ ରାୟ, ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ସାରସକଣା ଭାଦବ ହାଁସଦ, ରାଇରଙ୍ଗପୁର ଜୋଲେନ ବରଦା, ବାଙ୍ଗିରିପୋଷି ସଂଜଲୀ ମୁର୍ମୁ..

- Advertisement -

ଯାଜପୁର ସଡକ ଦୁର୍ଘଟଣା: ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ..

ଅନୁଗୁଳରେ ଦୁର୍ଘଟଣାଗ୍ରସ୍ତ ହାଇଓ୍ବାକୁ ଧକ୍କା ଦେଲା ବସ୍ , ବସ୍ ଡ୍ରାଇଭର ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ..

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘର ଆଗରେ ଗୁଳିମାଡ ଘଟଣା..

ଦୁଇ ଅଭିଯୁକ୍ତଙ୍କୁ ଗୁଜୁରାଟ ଭୁଜରୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ..

ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା

ଆଜି ପବିତ୍ର ଅଶୋକାଷ୍ଟମୀ..

ଗଡିବ ଲିଙ୍ଗରାଜଙ୍କ ରୁକୁଣା ରଥ, ଗତକାଲି ବିଳମ୍ବିତ ରାତିରେ ନିଲାମ ହୋଇଥିଲା ମରୀଚି କୁଣ୍ଡର ଜଳ..

ଆଇପିଏଲରେ ଆଜି ରାଜସ୍ଥାନ ଓ କୋଲକାତା ମଧ୍ୟରେ ଟକ୍କର..

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା..

ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ରଥଟଣା..

ଯାଜପୁର ବସ ଦୁର୍ଘଟଣା: ଆଇସିୟୁରେ ଚାଲିଛି ୫ଜଣଙ୍କ ଚିକିତ୍ସା..

ଚିକିତ୍ସାପରେ ୨୭ଜଣଙ୍କୁ ଡିସଚାର୍ଜ କରାଯାଇଛି..

ସୋମବାର ଦୁର୍ଘଟଣା ପରେ ଏସସିବିରେ ଭର୍ତ୍ତି ହୋଇଥିଲେ ୪୬ ଆହତ..

ଏସସିବିରେ ଆହତଙ୍କୁ ଭେଟିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ..

ନଦୀରେ ଡଙ୍ଗା ବୁଡି ୪ ମୃତ

ସାଢେ ୮ଟାରୁ ଜଳିଲାଣି ଅଧିକାଂଶ ଅଞ୍ଚଳ : ୩୪.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର..

ଯାଜପୁର: ଏସସିବିରୁ ଫେରାର କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

କାଳିଆପାଣି ଥାନା ଗିରିଙ୍ଗାମାଳି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର..

ଶ୍ରୀନଗର: ସ୍କୁଲ ଛାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡି ୪ ମୃତ, ଏକାଧିକ ନିଖୋଜ..

୩ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି..

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି..

ଡଙ୍ଗାରେ ୧୦ରୁ ୧୨ଜଣ ସ୍କୁଲ ପିଲାଙ୍କ ସହ ଅନ୍ୟ ଯାତ୍ରୀ ମଧ୍ୟ ଥିଲେ..

ଯାଜପୁର: ବସ ଦୁର୍ଘଟଣାରେ ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀଙ୍କ ସୂଚନା..

ଡ୍ରାଇଭର ଅବହେଳାରୁ ଘଟିଲା ବସ୍‌‌ ଦୁର୍ଘଟଣା..

ବସର ଅବସ୍ଥା ଭଲ ଅଛି, ମାର୍ଚ୍ଚରେ ଫିଟନେସ୍‌‌ ସାର୍ଟିଫିକେଟ ମିଳିଥିବା କହିଲେ..

ଦ୍ରୁତଗତି, ଓଭରଟେକ୍‌‌ କିମ୍ବା ଫୋନରେ କଥା ହେବାରୁ ଦୁର୍ଘଟଣା..

ବସର ବ୍ରେକ୍‌‌ ମଧ୍ୟ ଲଗାଯାଇଥିବା କହିଲେ ଲାଲମୋହନ..

ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories