ନଦୀରେ ଡଙ୍ଗା ବୁଡି ୪ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ସ୍ଥିତ ଶ୍ରୀନଗରରେ ମଙ୍ଗଳବାର ବଡ ଅଘଟଣ ଘଟିଛି। ଏଠାରେ ଝେଲମ ନଦୀରେ ଡଙ୍ଗା ବୁଡି ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏଯାଏଁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡିବା ସମୟରେ ଏଥିରେ ୨୦ ଜଣ ଥିଲେ। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗାରେ ୧୦ରୁ ୧୨ଜଣ ସ୍କୁଲ ପିଲାଙ୍କ ସହ ଅନ୍ୟ ଯାତ୍ରୀ ମଧ୍ୟ ଥିଲେ ବୋଲି ସ୍ଥାନୀୟ … Continue reading ନଦୀରେ ଡଙ୍ଗା ବୁଡି ୪ ମୃତ