www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଚଳଚଞ୍ଚଳ ଶ୍ରୀକ୍ଷେତ୍ର : କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ..

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଭୋରରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ, ଆ କା ମା ବୈ ଧ୍ବନୀରେ କମ୍ପିଲା ପୁରା ପରିବେଶ, ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ..

- Advertisement -

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା : ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏଥର ନିଆରା ଅନୁଭୂତି ନେବେ ଦର୍ଶକ, ହଜି ଯାଇଥିବା ସିନେମାକୁ ଦେଖିବେ, ବସିବ ଏସିଆର ସବୁଠୁ ବଡ ଓପନ୍ ମାର୍କେଟ୍, ୨୨ ଯାଏଁ ଜମିବ କିଣାବିକା..

କାର୍ତ୍ତିକ ପୂର୍ଣ୍ଣିମାରୁ ଶନିଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ ଘାଟନ କଲେ ମୁଖ୍ୟମନ୍ତ୍ରୀ, ମନେ ପକାଇଲେ ପୁରାତନ ନୌବାଣିଜ୍ୟର କଥା..

ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ: ପ୍ରାଥମିକ ବିଦ୍ୟାଳୟ ବନ୍ଦ କଲେ ଦିଲ୍ଲୀ ସରକାର , ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଅନଲାଇନରେ ହେବ ପାଠପଢା..

ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ , ଲାଗୁ ହେଲା ଜିଆରଏପି -୩..

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

ବାଲେଶ୍ଵର ବାଲିଘାଟରେ ଡଙ୍ଗା ଭସାଇବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ..

ଡଙ୍ଗା ଭସାଇବା ବେଳେ ବଡ ଅଘଟଣ: ମାଲକାନଗିରି ସଦର ଥାନା ଚମ୍ପାନଗରରେ ଅଭାବନୀୟ ଘଟଣା, ନଦୀରେ ଭସାଯାଇଥିବା ଡଙ୍ଗାରୁ କଏନ ଆଣିବାବେଳେ ବୁଡି ଯାଇ ୧୨ ବର୍ଷର ନାବାଳିକା ମୃତ..

ରାଉରକେଲା ରଘୁନାଥପାଲି ଥାନା ସିଭିଲ୍ ଟାଉନସିପର ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ, ନିଆଁ ଆୟତ୍ତ ପାିଁ ଅଗ୍ନିଶମ ବାହିନୀର ଉଦ୍ୟମ..

ମୟୂରଭଞ୍ଜ : ଶିମିଳିପାଳକୁ ଆସିଲା ଆଉ ଏକ ବାଘୁଣୀ , ‘ଯମୁନା’ ପରେ ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ ‘ଗଙ୍ଗା’, ଗତ ୭ ତାରିଖରେ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲକୁ ଯାଇଥିଲା ଶିମିଳିପାଳର ଏକ ସ୍ବତନ୍ତ୍ର ୧୦ ଜଣିଆ ଟିମ୍..

ବଜାରକୁ ଆସିଗଲା ଏମିତି ଲ୍ୟାମ୍ପ; ଘରେ ରହିବେନି ଗୋଟିଏ ବି ମଶା, ଦାମ୍‌ ମାତ୍ର ଏତିକି..

ବନ୍ଧୁକ ମୂନରେ ଡକାୟତି : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତି, କୁଚିଣ୍ଡି ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଡକାୟତି , ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଥିବା ଅଭିଯୋଗ..

ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରୁ ଉଦ୍ଧାର, ଜିଆରପି ପୁଲିସର ତଦନ୍ତ ଜାରି..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories