ଭୁବନେଶ୍ୱର : ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ..
୧୯ ତାରିଖ ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଆଜି ସାମ୍ବଦିକ ସମ୍ମିଳନୀ ପକ୍ଷରୁ ସୂଚନା ..
ସକାଳ୮ଟାରୁ ୯ଟା ଯାଏଁ ପାରିମାଣିକ ଦର୍ଶନ ହେବ..
ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’..
ବାଲେଶ୍ବର : ବାପପୁଅକୁ ମାରିଲା ପୁତୁରା.. ବଡ଼ବାପା ଓ ଭାଇକୁ ମାରିଲା ପରେ ପୁତୁରା ଫେରାର..
ଝାରସୁଗୁଡ଼ା : ଝାରସୁଗୁଡା ସହରରସ୍ଥିତ କାପୁମାଲ ଗାଁରେ ଅଘଟଣ..
ବାର୍ହା ଆକ୍ରମଣରେ ୪ ଜଣ ଆହତ..
ଭାରତରେ ଫେସବୁକ୍ ବନ୍ଦ କରିଦେବାକୁ ଚେତାବନୀ..
ପାଣିପାଗ ବିଭାଗର ଚେତାବନୀ ..
ଆଜି ତତାଇବ ଉପକୂଳ, ସକ୍ରିୟ ଅଛି ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଶୁଷ୍କ ଉତ୍ତପ୍ତ ବାୟୁ..



