www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାୟପୁରରେ ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଏନଆଇଏ କୋର୍ଟ..

ମଙ୍ଗଳବାର ଓଡିଶା ଆସୁଛନ୍ତି ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ୍ ..

- Advertisement -

କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ହେବେ ସାମିଲ..

ମା ଶାରଳା ଓ କଟକ ଚଣ୍ଡୀଙ୍କ ଦର୍ଶନ କାର୍ଯ୍ୟକ୍ରମ..

ମଙ୍ଗଳବାର ନାମାଙ୍କନ ଭରିବେ ବିଜେଡିର ଦୁଇ ପ୍ରାର୍ଥୀ..

ଆଜି ୟୁଏଇ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ପ୍ରଥମେ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ..

ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ..

ମଙ୍ଗଳବାର ଯାଜପୁର ଗସ୍ତରେ ଯିବେ ଫାଇଭ୍-ଟି ଅଧ୍ୟକ୍ଷ..

ଦୁଇଟି ବିଶାଳ ସମାବେଶରେ ଯୋଗଦେବେ..

ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟାରେ ଲାଗୁନି ବ୍ରେକ୍‌..

ପୁଣି ଥରେ ଫ୍ୟାନ୍‌ରେ ଝୁଲି ପଡ଼ି ଜୀବନ ହାରିଲେ ଜଣେ ଛାତ୍ର..

ଦୁଇ ଦିନ ହେଲା ନିଖୋଜ ଥିଲେ ରାଜସ୍ଥାନ ଯୋଧପୁର ଆଇଆଇଟି କଲେଜର ଜଣେ ଅଧିକାରୀ..

ହୋଟେଲରୁ ମିଳିଲା ମୃତଦେହ..

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories