www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନବୀନ ନିବାସରେ କଳାକାରଙ୍କ ଭିଡ..

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ..

- Advertisement -

ଭୋଗରାଇ ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ କମଳା ଦାସ..

ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ..

କଟକର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ପରଲୋକ..

ବ୍ରିଜରୁ ତଳକୁ ଖସିଲା ଟ୍ରକ୍..

ଜାତୀୟ ରାଜପଥ ୧୬ର ଗେଲପୁର ଛକ ନିକଟରେ ବ୍ରିଜରୁ ତଳକୁ ଖସିପଡିଲା ଟ୍ରକ୍..

ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସହ ହେଲପର ଗୁରୁତର..

କଦଳୀ ବୋଝେଇ କରି କଟକରୁ ବାଲେଶ୍ବର ଯାଉଥିଲା ଟ୍ରକ୍..

ଆଜିଠୁ ରାଜ୍ୟକୁ ପୁଣି ବଢିବ ତାତି, ୧୪ ଓ ୧୫ ପାଇଁ ୟେଲୋ ୱାର୍ଣ୍ଣିଂ..

୧୭ ଓ ୧୮ ତାରିଖ ବେଳକୁ ଅସମ୍ଭାଳ ହୋଇପାରେ ଗରମ..

ବାଙ୍କି: କ୍ଲବ ଘର ବାହାରେ ଯୁବକଙ୍କ ରକ୍ତାକ୍ତ ମୃତଦେହ..

ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

ହରିରାଜପୁର ନୂଆସାହି କ୍ଲବଘର ବାହାରେ ପଡିଛି ମୃତଦେହ..

ଘର ବାହାରେ ପଡିରହିଛି ଖଣ୍ଡା, ମୋବାଇଲ୍‌‌ ଓ ଚପଲ..

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ..

ପଦ୍ମ ଶିବିରରେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା..

ଟିକେଟ ନମଳିବାରୁ ବିଜେଡି ଛାଡି ବିଜେପିରେ ହେଲେ ସାମିଲ..

ଗ୍ରୀଷ୍ମପ୍ରବାହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ସାରା ଦେଶରେ ହିଟ୍‌‌ୱେଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକ..

ହସ୍ପିଟାଲରେ ଆବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍‌‌, ଓଆରଏସ ଓ ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ
ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ..

ଭୁବନେଶ୍ୱର : ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ମୃତ୍ୟୁ..

ଭୁବନେଶ୍ୱର : ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା..

ରାଜ୍ୟର ବିଏସକେୱାଇ ତାଲିକାଭୁକ୍ତ ସବୁ ଘରୋଇ ମେଡିକାଲକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି..

ଆସନ୍ତା ୧୫ ସୁଦ୍ଧା ୨ୟ ପର୍ଯ୍ୟାୟ ଟିକେଟ ଆସିବ -ପିସିସି ସଭାପତି

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories