www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମାଲକାନଗିରି : ମାଲକାନଗିରି ଏସ୍‌‌ପିଙ୍କ ନିକଟରେ ମହିଳା ମାଓବାଦୀ ପୁଙ୍ଗି ମାଢୀଙ୍କ ଆତ୍ମସମର୍ପଣ..

ପୁଙ୍ଗି ଓଡିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡିତ..

- Advertisement -

ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି..

ରାଜ୍ୟରେ ଘନ କୁହୁଡ଼ି, ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ..

ଭାରତ ସମର୍ଥନରେ ବାହାରିଲେ ମାଳଦ୍ୱୀପର ବିରୋଧୀ ଦଳ: କହିଲେ, ରାଷ୍ଟ୍ରପତିଙ୍କୁ ବହିଷ୍କାର କର, ମନ୍ତ୍ରୀଙ୍କୁ ସମନ କର..

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍..

ବଣାଇ: ୨ ଦନ୍ତାହାତୀ ଉତ୍ପାତରେ ଅତିଷ୍ଠ ଗ୍ରାମବାସୀଙ୍କ ଦ୍ବାରା ୪ ବନ କର୍ମଚାରୀ ଅଟକ, କଲେ ରାସ୍ତା ଅବରୋଧ..

ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା..

ପୁଣି ରେଳ ଦୁର୍ଘଟଣା: ତେଲଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଚାର୍‌ମିନାର ଏକ୍ସପ୍ରେସ ଲାଇନଚ୍ୟୁତ, ୫ ଆହତ

ପିପିଲି : ଘନ କୁହୁଡି ପାଇଁ ବାଇକ୍‌‌ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories