www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡିଶା..

ଗୁରୁବାରଠାରୁ ଆହୁରି ତାତି ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

- Advertisement -

୬ ତାରିଖ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା..

ଆଇପିଏଲ୍ ମହାସମର: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଟକ୍କର..

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା: ଏକାଧିକ କୋଠା ଭୁଶୁଡି ପଡିଥିବା ସୂଚନା..

ଆଠଗଡରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଦମ୍ପତ୍ତିଙ୍କ ମୃତ୍ୟୁ..

ବାଲେଶ୍ବର ମଥାନି ପଞ୍ଚାୟତ ପିଇଓଙ୍କୁ ପଞ୍ଚାୟତ ଅଫିସରେ ରଖି ତାଲା ପକାଇଲେ ୱାର୍ଡ ମେମ୍ବର..

ଟଙ୍କା ହଡପ କରିଥିବା ଅଭିଯୋଗ..

କଟକ ଏସସିବିରେ ପ୍ରଥମ କରି ଲିଭର ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ..

ଆଜି ଜଣେ ପୁରୁଷଙ୍କଠାରେ ମହିଳାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ..

ବିଜେପି ଛାଡିଲେ ଭୃଗୁ ବକ୍ସି ପାତ୍ର..

ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା..

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି..

ବିଜେଡିର ଉପସଭାପତି ଭାବେ ନିଯୁକ୍ତ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ..

ପୁରୀରେ ଚାଞ୍ଚଲ୍ୟ ; ଯୁବକଙ୍କ ଗଳାକାଟି ନଳାରେ ଫିଙ୍ଗିଲେ..

ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜିନଗରରେ ଭୟଙ୍କର ଅଗ୍ନିକାଣ୍ଡ..

କପଡା ଦୋକାନରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories