BSKY banner  750×100

ଗୋରୁ ପଲଙ୍କ ଉପରେ ମାଡିଗଲା ଟ୍ରକ୍

nua o banner

ସୁନ୍ଦରଗଡ :ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ୧୪୩ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଛି। ଆଜି ଭୋର୍ ସମୟରେ ଗାଈମାନେ ରାସ୍ତାକଡରେ ଶୋଇଥିବାବେଳେ ଦ୍ରୁତ୍ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା। ଫଳରେ ଦୁର୍ଘଟଣାରେ ୧୨ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଦୁଇ ଗୋରୁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଏହାଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗୋରୁଙ୍କ ମୃତଦେହ ଉଠାଇବା ସହ ତଦନ୍ତ ଜାରି ରଖିଛି।

Comments are closed.