www.samajalive.in
Friday, December 5, 2025
20.1 C
Bhubaneswar

ରାତି ୧୨ଟା ମୁଖ୍ୟ ଖବର

ପଦ୍ମନାଭପୁର ଗାଁରେ ଗ୍ୟାସ୍‌ ପାଇପ୍‌ ଫାଟି ଅଗ୍ନିକାଣ୍ଡ… ମହିଳା ଜୀବନ୍ତ ଦଗ୍ଧ…ରୋଷେଇ କରୁଥିବା ବେଳେ ହଠାତ୍ ଫାଟିଲା ଗ୍ୟାସ୍‌ ପାଇପ୍‌

ପୁରୀ ପୂର୍ତ୍ତ ବିଭାଗର ନିର୍ମାଣ ନିବାସରେ ଅଗ୍ନିକାଣ୍ଡ…ସର୍ଟ ସର୍କିଟ୍ ଯୋଗୁଁ ୨୦୨ ନଂ ରୁମ୍‌ରେ ଲାଗିଲା ନିଆଁ…ନିଆଁକୁ ଆୟତ୍ତ କଲା ପୁରୀ ଅଗ୍ନିଶମ ବାହିନୀ

- Advertisement -

ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ସରକାରଙ୍କ ବଡ଼ ବୈଠକ…ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ବୈଠକ…ବର୍ଷା ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା

ଆସନ୍ତାକାଲି କଟକ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍…ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଦୃଷ୍ଟିରୁ ଛୁଟି ବାତିଲ୍ ଘୋଷଣା…କାଲି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ…

ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ…ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି…ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ପ୍ରଫେସର ଦଣ୍ଡପାଟ

ଏଲଓସି ନିକଟରେ ବିସ୍ଫୋରଣ… ଜଣେ ଯବାନ ଶହୀଦ…୨ ଆହତ

୨ ହଜାର କୋଟି ଟଙ୍କା ମୂଲ୍ୟର ଏୟାର ଡିଫେନ୍ସ ଫାୟାର କଣ୍ଟ୍ରୋଲ ରାଡାର କିଣିବ ସେନାଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷରଏହା ସମସ୍ତ ପ୍ରକାର ବାୟୁବାହୀ ବିପଦକୁ ଚିହ୍ନଟ କରିପାରିବ

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories