www.samajalive.in
Saturday, December 6, 2025
16.1 C
Bhubaneswar

୨ ଜୁଆ ଆଡ୍ଡା ଉପରେ ଚଢାଉ, ୧୧ ଗିରଫ 

ଭଞ୍ଜନଗର: ନିକଟସ୍ଥ ତୁଳସୀପଲ୍ଲି ଗ୍ରାମଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ମଙ୍ଗଳବାର ପୁଲିସ୍‍ ଚଢାଉ କରି ୬ ଜଣଙ୍କୁ ଗିରଫ କରିବା ସହ ୨ ଟି ମୋବାଇଲ ଫୋନ୍‍ ଏବଂ ୧୮,୬୦୦ ଟଙ୍କା ଜବତ କରିଛି। ସେହିପରି ଗାଙ୍ଗପୁର ପୁଲିସ୍‍ ବାଙ୍କଲେଡି ଗ୍ରାମର ଏକ ଆମ୍ବତୋଟାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିବା ସହ ୧୪,୮୦୦ ଟଙ୍କା ଜବତ କରିଛି।

ସୂଚନା ଯୋଗ୍ୟ ଯେ, ଶାରଦୀୟ ପୂଜା ଅବସରରେ ଗଂଜାମ ଜିଲାରେ ଏବେ ଗାଁ ଗାଁରେ ଏପରି ଜୁଆ ଆଡ୍ଡା ଚାଲୁ ରହି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ପରି ପୁଲିସ୍‍ ଏହି ଚଢାଉ ପ୍ରକ୍ରିୟା ଆରମ୍ଭ କରିଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories