www.samajalive.in
Saturday, December 6, 2025
15.1 C
Bhubaneswar

ପୂବାହ୍ନ ୧୧ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି .. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ.. ଟେଣ୍ଡର ଜାରି କରିବା, ପ୍ରିମୟମ ମୂଲ୍ୟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିବା ନେଇ ଚିଠିରେ ଉଲ୍ଲେଖ

କୋରାପୁଟର ଶିମିଳିଗୁଡା ସବୁଠୁ ଥଣ୍ଡା ସହର.. ତାପାମାତ୍ରା ୭.୬ ରେକର୍ଡ.. ଜି.ଉଦୟଗିରି ୮.୨ ଡିଗ୍ରୀ.. ଦାରିଙ୍ଗବାଡି ୧୦ ଡିଗ୍ରୀ.. ୧୪ ଡିଗ୍ରୀ ତଳେ ୯ ସହରର ତାପାମାତ୍ରା

- Advertisement -

ଖୋର୍ଦ୍ଧା : ଗୁଡୁମ ବେଙ୍ଗିଟାଙ୍ଗି ଜଙ୍ଗଲରେ ମାଟି ତଳୁ ମୃତଦେହ ଉଦ୍ଧାର.. ଖୋଳା ଯାଇଥିବା ଗାତରେ ବ୍ଲିଚିଂ ପାଉଡର ଦାନାଦାର ପଡିଛି.. ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ପୁଲିସ..

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ , ଲୋକ ସେବକ ମଣ୍ଡଳ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ପ୍ରତିଷ୍ଠାତା  ପଞ୍ଜାବ କେଶରୀ ଲାଲା ଲଜପତ୍  ରାୟଙ୍କ ଆଜି ବଳିଦାନ ଦିବସ

ପଦ୍ମପୁର : ୩ ଦଫା ଦାବିରେ ୪୮ ଘଣ୍ଟିଆ ପାଇକମାଳ ବନ୍ଦ.. ପାଇକମାଳରେ ସିଏଚସି, ଜେଏମଏଫସି କୋର୍ଟ ସହ ଏନଏସି ଦାବିରେ ବନ୍ଦ ପାଳନ

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ..ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ..ବିଳମ୍ବିତ ରାତିରେ ୮୦ ବର୍ଷ ବୟସରେ ପରଲୋକ

କରଞ୍ଜିଆ : ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଓଲଟିଲା ବସ୍‍.. ୮ ଆହତ..ସକାଳେ ମହୁଲଡିହା ଥାନା ଘୁଳଘୁଳିଆ ନିକଟରେ ଘଟିଛି ଦୁର୍ଘଟଣା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories