ଜମୁଛି ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା..
ମା’ ବୁଢୀ ଠାକୁରାଣୀଙ୍କ ଆରମ୍ଭ ହୋଇଛି ନଗର ପରିକ୍ରମା..
ପ୍ରଥମେ ମହୁରୀ ରାଜାଙ୍କ ଉଆସରେ ପୂଜା ପାଇଲେ ମା’..
ଆଜି ଗୁଡ୍ ଫ୍ରାଇଡେ.. ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଚର୍ଚ୍ଚକୁ ଯାଇ ବାଇବେଲ ପଢିବା ସହ କରୁଛନ୍ତି ସମୂହ ପ୍ରାର୍ଥନା..
ଗୁଡ ଫ୍ରାଇଡେ ଅବସରରେ ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ..
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ .. ବିଭିନ୍ନ ସ୍ଥାନରେ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ..
ପାରାଦୀପ : ତିର୍ତ୍ତୋଲ ଥାନା କୁଜଙ୍ଗ ସିରାଳ ଗାଁରେ ଉତ୍ତେଜନା..
ଗାଁର ଜଣେ ଯୁବକଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍କୁଟି ଜାଳିଦେଲେ..
ଗତକାଲି ରାସ୍ତା ମାପଚୁପକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲା..
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଆଜି ହେବ ଗୁରୁତ୍ବପୂର୍ଣ୍ଣ ବୈଠକ, ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ..
ଅନୁଗୁଳ ଜରପଡ଼ା ବନାଞ୍ଚଳ ଜେରେଙ୍ଗ ଦେହୁରୀସାହି ନିକଟରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ..
ରେଳ ଲାଇନ ପାର୍ ବେଳେ ଘଟିଛି ଅଘଟଣ..
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସାରା ଦେଶରେ ପ୍ରଚାର ହେଉଛି ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା..
ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ନିୟୋଜନ ଅପରେସନ ବେଳେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା..
ଦେଶରେ ଦିନକରେ ୬ ହଜାର ୫୦ କରୋନା ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା ୨୮ ହଜାର ୩୦୩..
ମାଲକାନଗିରି ଏମଭି ୪୨ ଗାଁ ନିକଟ ବର ଗଛରେ ପୁଲିସ କନଷ୍ଟେବଳଙ୍କ ମୃତଦେହ, ମୃତ ପୁଲିସ କନଷ୍ଟେବଳ ସୁଶାନ୍ତ ହାଲଦାରଙ୍କ ପକେଟରୁ ୭ଟି ସୁଇସାଇଡ୍ ନୋଟ୍ ଜବତ..
ଆଜିଠୁ ବର୍ଷା ପରିମାଣ ବୃଦ୍ଧି ସୂଚନା, ୩୦ ଜିଲ୍ଲାକୁ ବଜ୍ରପାତ ସତର୍କତା..



