www.samajalive.in
Friday, December 5, 2025
20.1 C
Bhubaneswar

ମସଜିଦରେ ଲୁଚିଥିଲେ ୧୦ କରୋନା ସନ୍ଦିଗ୍ଧ ବିଦେଶୀ, ଉଠାଇନେଲା ପୁଲିସ

ପାଟନା: ମସଜିଦରେ ଲୁଚିଥିବା ୧୦ କରୋନା ସନ୍ଦିଗ୍ଧ ବିଦେଶୀଙ୍କୁ ପୁଲିସ ଉଠାଇ ନେଇଛି। ବିହାରର ପାଟନାରେ ସୋମବାର ଏଭଳି ଘଟଣା ଘଟିଛି। ଏହାବ୍ୟତୀତ ଅନ୍ୟ ୨ ଭାରତୀୟ ସନ୍ଦିଗ୍ଧଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ସେମାନେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯିବା ସହିତ ରକ୍ତ ଏବଂ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ସୂଚନା ଅନୁସାରେ, ଏହି ବିଦେଶୀ ନାଗରିକମାନେ କିରଗିଜସ୍ତାନର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ପାଟନାର ଦୀଘା ଥାନା ଅଞ୍ଚଳରେ ଥିବା କୁର୍ଜୀ ଅଞ୍ଚଳରେ ଥିବା ଏକ ମସଜିଦରେ ଲୁଚି ରହିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଯେତେବେଳେ ଏ ବିଷୟରେ ଜାଣିଲେ ସେତେବେଳେ ପାଟିତୁଣ୍ଡ କରିଥିଲେ। ଗଣ୍ଡଗୋଳ ଆଶଙ୍କାର ଖବର ପାଇ ପୁଲିସ ପହଞ୍ଚି ସମସ୍ତ ବିଦେଶୀ ଏବଂ ୨ ଭାରତୀୟଙ୍କୁ ପୁଲିସ ଉଠାଇ ନେଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories