ସାମ୍ବାଦିକଙ୍କୁ ମାଡ଼, ୨ ଗିରଫ..
ଯାତ୍ରାରେ ପୁଣି ବିବାଦ: ଅଭିନେତ୍ରୀ ମାମୁନି ଷଡଙ୍ଗୀ ଅନନ୍ତ ନାରାୟଣଙ୍କ ବିରୋଧରେ ଆଣିଛନ୍ତି ଆକ୍ରମଣ ଓ ହଇରାଣର ଅଭିଯୋଗ, ବକେୟା ପାଉଣା ଦାବି କରିବା ପରେ ତାଙ୍କୁ ଆକ୍ରମଣ ଅଭିଯୋଗ, ମହିଳା ଥାନାରେ ଏଫ୍ଆଇଆର୍ ଦାଖଲ..
ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲା ଆଉଜଣେ ହାର୍ଡକୋର ମାଓବାଦୀ, ଲାତେହାରରେ ହାର୍ଡକୋର ମାଓବାଦୀ ମନୀଷ ଯାଦବ ନିହତ..
ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମନୀଷ ଯାଦବ ମୃତ, ମୃତ ମାଓବାଦୀ ମନିଷଙ୍କ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର..
୧୮ ବର୍ଷ ପରେ ମଙ୍ଗଳ-କେତୁଙ୍କ ଶକ୍ତିଶାଳୀ ଯୋଗ; ଜୁନ୍ରେ ଏହି ରାଶି ହେବେ ଧନୀ, ବଢିବ ଦରମା, ମିଳିବ ସବୁଥିରେ ସଫଳତା
୧୦ଲକ୍ଷ ଟଙ୍କା ପୁରସ୍କାର ଥିବା ଆଉ ଜଣେ ମାଓବାଦୀ ଗିରଫ, ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ, ସର୍ଚ୍ଚ ଅପରେସନ ଜାରି,
ଆଜି ସାବିତ୍ରୀ, ସ୍ୱାମୀଙ୍କ ଶୁଭ ମନାସି ପୂଜାର୍ଚ୍ଚନା କରୁଛନ୍ତି ମହିଳା..
ଚୀନ ସହଯୋଗରେ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ। ଯୋଗାଉଛି ସମସ୍ତ ପ୍ରକାର ଜ୍ଞାନ କୌଶଳ ଓ ଆର୍ଥିକ ସହାୟତା, ଗଣବିଧ୍ୱଂଶୀ ଅସ୍ତ୍ରଶସ୍ତ୍ରର ବି ବିକାଶ କରୁଛି ପାକିସ୍ତାନ..
ହଂକଂ, ସିଙ୍ଗାପୁର, ତୁର୍କୀ ଓ ୟୁଏଇ ଦେଇ ଆସୁଛି ସାମଗ୍ରୀ। ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ତଥ୍ୟ..
ଦେଖନ୍ତୁ ଭିଡିଓ ; ମାତ୍ର କିଛି ସେକେଣ୍ଡରେ ଶିକାରୀ କୁମ୍ଭୀରକୁ କେମିତି ଶିକାର କଲା ସାର୍କ
ଅନୁଗୁଳ: ଜରାପଡ଼ା ଥାନା ପରାଗାଁରେ ହତ୍ୟାକାଣ୍ଡ, ମା’କୁ ପିଟି ପିଟି ମାରିଦେଲା ପୁଅ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ, ଅଭିଯୁକ୍ତ ପୁଅ ଅଟକ..
ଭଞ୍ଜନଗର: ୩ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ, ୩ ଗୁରୁତର। ସୋରଡ଼ା ଥାନା ଲାଠିପଦା ଗାଁରେ ସିରିଜ ଦୁର୍ଘଟଣା..
ଜଣେ ସୋରଡ଼ା ମେଡ଼ିକାଲରେ ଏବଂ ଆଉ ଜଣେ ଭଞ୍ଜନଗରରେ ମୃତ। ଦୁର୍ଘଟଣାରେ ୩ ଗୁରୁତର ସୋରଡ଼ା ମେଡ଼ିକାଲରେ ଭର୍ତ୍ତି..
ନୂଆଦିଲ୍ଲୀ; ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯..
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା। କେରଳ, ତାମିଲନାଡୁ, ତେଲଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂଖ୍ୟା ଅଧିକ..



