www.samajalive.in
Saturday, December 6, 2025
16.1 C
Bhubaneswar

ରଥ ଦଉଡି଼ ଛିଡିବା ଘଟଣା ; ଆହତ ଭୋଇ ସେବକଙ୍କ ମୃତ୍ୟୁ

ପୁରୀ : ରଥଯାତ୍ରାରେ ରଥ ଟଣା ସମୟରେ ରଥ ଦଉଡି଼ ଛିଡି ହୋଇଥିବା ଅଘଟଣରେ ଆହତ ଥିବା ଭୋଇ ସେବକଙ୍କ ଆଜି ମୃତ୍ୟୁ ହୋଇଛି। ଏମସ୍‌‌ରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁ ଘଟିଛି। ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ବେଳେ ଦଉଡି଼ ଛିଡି ଗତ ୨୮ ତାରିଖରେ ନକୁଳଙ୍କ ସମେତ ୭ ଜଣ ଭକ୍ତ ଆହତ ହୋଇଥିଲେ। ବଳଗଣ୍ଡି ଛକ ନିକଟରେ ଦଉଡି଼ ଛିଡ଼ି ଥିଲା। ଭୋଇ ସେବକ ନକୁଳ ଏମ୍ସରେ ଚିକିତ୍ସିତ ହେଉଥିଲେ। ବାହୁଡ଼ା ଯାତ୍ରା ସମୟରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ ଘଟିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories