www.samajalive.in
Friday, December 5, 2025
20.1 C
Bhubaneswar

ମୁଣ୍ଡ ବିନ୍ଧା ହେଉଥିଲେ ………

ଅଧିକାଂଶ ସମୟରେ ବିଭିନ୍ନ କାରଣରୁ ମୁଣ୍ଡ ବ୍ୟଥା ହୋଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା କିଛି ସହଜ ଓ ଘରୋଇ ଉପାୟ ଆପଣାଇ ପାରିବେ। ଜାଣନ୍ତୁ….
ନାଲି ଚା’ରେ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏହା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
ସେଓର ଚୋପା ଛଡାଇ ସାମାନ୍ୟ କଳାଲୁଣ ମିଶାଇ ଖାଆନ୍ତୁ। ଏହା ମୁଣ୍ଡ ବିନ୍ଧା ଦୂର କରିବାର ଏକ ଉତ୍ତମ ଉପାୟ।
ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ମୁଣ୍ଡ ବିନ୍ଧା ସମୟରେ ତୁଳସୀପତ୍ର ରସ ଓ ଅଦା ରସକୁ ମୁଣ୍ଡରେ ଲଗାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ।
ସେହିପରି ତାୱାରେ ଅଳ୍ପ ଲବଙ୍ଗ ଭାଜି ଏହାକୁ ଏକ ସୂତା କପଡାରେ ବାନ୍ଧି ମୁଣ୍ଡ ବ୍ୟଥା ହେଉଥିବା ସମୟରେ ଶୁଙ୍ଘନ୍ତୁ। ଯନ୍ତ୍ରଣା ଦୂର ହୋଇଥାଏ।
ଲବଙ୍ଗ ତେଲ ମଥାରେ ମାଲିସ କରିବା ଦ୍ୱାରା କିଛି ସମୟ ମଧ୍ୟରେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
ଲଗାତାର ମୁଣ୍ଡ ବିନ୍ଧା ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

 

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories