ଲମ୍ତାପୁଟ: ଗଞ୍ଜେଇ ଚାଲାଣ ବେଳେ ଏକ ଟ୍ରକ୍କୁ ମାଛକୁଣ୍ଡ ଥାନା ପୁଲିସ ଜବତ କରିଛି। ଟ୍ରକ୍ରେ ପ୍ରାୟ ୩ ଟନ୍ ଗଞ୍ଜେଇ ଥିବା ପୁଲିସ କହିଛି। ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୁଲିସକୁ ଦେଖି ଡ୍ରାଇଭର ଫେରାର ହୋଇଯାଇଛି। ଟ୍ରକ୍ଟି କେଉଁଠାରୁ କେଉଁ ଅଞ୍ଚଳକୁ ଯାଉଥିଲା ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



