ହ୍ୟାକ ହେଲା ବିଜେପି ଜମ୍ମୁ କାଶ୍ମୀର ୱେବସାଇଟ;କାଠୁଆ ପୀଡ଼ିତାଙ୍କୁ ନ୍ୟାୟ ଦାବୀ

0

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଜେପି ୱେବସାଇଟକୁ ହ୍ୟାକ କରିଛି କେରାଳ ୱାରିୟର ନାମକ ଏକ ସଂଗଠନ। କାଠୁଆ ଗଣବଳାତ୍କାର ଘଟଣାରେ ନ୍ୟାୟ ପ୍ରଦାନ ଓ ଏହାକୁ ନେଇ ଚାଲିଥିବା ଘୃଣ୍ୟ ରାଜନୀତିକୁ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜମ୍ମୁ କାଶ୍ମୀର ୱେବସାଇଟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କୁ ହିନ୍ଦୁ ଏକତା ମଞ୍ଚ ଓ ବିଜେପି ରାଜ୍ୟ ସମ୍ପାଦକ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି।

Leave A Reply