BJD Bijuli 480×75 Mob

ହାଇସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସଫେଇ ଅଭିଯାନ

BJD Bijuli 480×75 Mob
0

ବାଙ୍ଗିରିପୋଷି: ଜଗନ୍ନାଥ ଖୁଣ୍ଟା ହାଇସ୍କୁଲ ର ପଧାନ ଶିକ୍ଷକ ଦୀପକ କୁମାର ପାଣିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ୱଛ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମସ୍ତ ଛାତ୍ରଛାତ୍ରୀ ଵିଦ୍ୟାଳୟ ପରିସର ମଧ୍ୟରେ ଅନାବନା ଗଛ କୁ କାଟି ସଫା କରିବା ସହ ସ୍କୁଲ୍‌ ପରିସରକୁ ପରିଷ୍କାର କରିଥିଲେ। ବୁଢ଼ାମରା ରେଲୱେ ପ୍ଲାଟଫର୍ମ ପରିସରକୁ ମଧ୍ୟ ସେମାନେ ପରିଷ୍କାର କରିଥିଲେ। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave A Reply