www.samajalive.in
Saturday, December 6, 2025
15.1 C
Bhubaneswar

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟାର କାରଣ ଅସ୍ପଷ୍ଟ

ରାଉରକେଲା: ରାଉରକେଲା ସେକ୍ଟର ୬ସ୍ଥିତ ତାରା ତାରିଣୀ ମନ୍ଦିର ନିକଟରୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ନାମ ସୁଜତା ମହାପାତ୍ର ଏବଂ ସେ ଏଲଆଇସି ଏଜେଣ୍ଡା ଭାବେ କାର୍ଯ୍ୟ କରନ୍ତି । ତାଙ୍କ ବୟସ ୨୪ରୁ ୨୮ ବର୍ଷ ମଧ୍ୟରେ ହେବ ବୋଲି ପ୍ରଥାମିକ ତଦନ୍ତରୁ ଜଣାପଡିଛି । କେହି ଦୁର୍ବୃତ୍ତ ତାଙ୍କୁ କୌଣସି କାର୍ଯ୍ୟ ବହାନାରେ ସେଠାକୁ ଡାକି ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରୁ ପ୍ଲେଜର ଜବତ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories