ଦେବୀ ନଦୀରେ ବୁଡି ଯାଇ ୩ ନାବାଳକଙ୍କ ମୃତ୍ୟୁ

କୋଣାର୍କ : ଦେବୀ ନଦୀରେ ବୁଡି ଯାଇ ୩ ନାବାଳକଙ୍କ ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି। ସମସ୍ତ ମୃତକ ବାଲିଡିହା ଗାଁର। ସେମାନଙ୍କ ବୟସ ୧୩ରୁ ୧୫ ବର୍ଷ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ୮ମ, ୯ମ ଓ ଜଣେ ୧୦ମ ଛାତ୍ର ବୋଲି ସୂଚନା ମିଳିଛି।

ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

Comments are closed.