BJD Bijuli 480×75 Mob

ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ନେଲେ ଆଶିଷ ସିଂ

BJD Bijuli 480×75 Mob
0

ବ୍ରହ୍ମପୁର: ବରିଷ୍ଠ ଆଇପିଏସ ଅଫିସର ଆଶିଷ କୁମାର ସିଂ ଆଜି ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଆଇଜିଙ୍କୁ ସମ୍ବର୍ଦ୍ଧନା କରିବା ଲାଗି ଜିଲ୍ଲା ସମସ୍ତ ପୋଲିସ ଅଧିକାରୀଙ୍କ ଭିଡ ଜମିଥିଲା। ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବା ସହ ମାଓବାଦୀଙ୍କ ଦମନ ଦିଗରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଡିଆଇଜି ଆଶିଷ କୁମାର ସିଂ। ଏଥିସହ ସେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ କରିବାକୁ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି।

Leave A Reply