ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ନିଉଜ ଆଲର୍ଟ By Samaja Digital On Feb 27, 2018 0 Share ସମ୍ବଲପୁର: କୋଇଲା ବୋଝେଇ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବାମରା ଷ୍ଟେସନରେ ଟ୍ରେନକୁ ଅଟକାଇ ନିଆଁ ଲିଭାଯାଇଛି । ଟ୍ରେନଟି କୋଇଲା ନେଇ ଝାରସୁଗୁଡାରୁ ରାଉରକେଲା ଯାଉଥିଲା ବୋଲି ଜଣାପଡିଛି । 0 Share FacebookTwitterWhatsApp