www.samajalive.in
Saturday, December 6, 2025
16.1 C
Bhubaneswar

ଐଶ୍ୱର୍ଯ୍ୟାଙ୍କୁ ମେରିଲ୍‍ ଷ୍ଟ୍ରିପ୍‍ ପୁରସ୍କାର

ନୂଆଦିଲ୍ଲୀ: ବଲିଉଡ୍‍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମେରିଲ୍‍ ଷ୍ଟ୍ରିପ୍‍ ପୁରସ୍କାରରେ ସମ୍ମାନିତ କରାଯାଇଛି। ୱମେନ୍‍ ଇନ୍‍ ଫିଲ୍ମ ଆଣ୍ଡ ଟେଲିଭିଜନ (ଡବ୍ଲ୍ୟୁଆଇଏଫ୍‍ଟି) ଇଣ୍ଡିଆ ପୁରସ୍କାରର ପ୍ରଥମ ସଂସ୍କରଣ ନିମନ୍ତେ ୱାଶିଂଟନ୍‍ ଡିସିଠାରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ବୃନ୍ଦ ରାଏ ମଧ୍ୟ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ଏବଂ ଟେଲିଭଜନ୍‍ ପ୍ରତି ମହିଳାଙ୍କ ବିଶେଷ ଅବଦାନ ନିମନ୍ତେ ଏହି ପୁରସ୍କାର ବିତରଣ କରାଯାଇଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories