www.samajalive.in
Saturday, December 6, 2025
17.1 C
Bhubaneswar

ଅବ୍ୟବହୃତ ଜାଗାର ସଦୁପଯୋଗ ହେଉ

କାଳିକା ପ୍ରସାଦ ଗ୍ରାମ ପଞ୍ଚୁଆ ବ୍ଲକ କେନ୍ଦୁଝର ଜିଲାର ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟର ସମ୍ମିଶ୍ରଣ ପରେ ପ୍ରାୟ ୮/୯ ଏକର ଜାଗା ଉଦ୍‌ବୃତ୍ତ ହୋଇଅଛି। କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମିତ୍ତ ଜିଲା ପ୍ରଶାସନ ଏହାକୁ ଚିହ୍ନଟ କରିଥିଲେ। ଏବେ କେନ୍ଦ୍ରୀୟ ବିଦ୍ୟାଳୟ ଚମ୍ପୁଆ ସବଡିଭିଜନ ସଦର ମହକୁମାରେ ସେପ୍ଟେମ୍ବର ମାସରେ ସ୍ଥାପନ କରାଯାଇଛି। କାଳିକାପ୍ରସାଦ ଠାରେ ଅବ୍ୟବହୃତ ଜାଗାରେ ଆଦର୍ଶ ବିଦ୍ୟାଳୟ ବା କୌଣସି ଯାନ୍ତ୍ରିକ ବିଦ୍ୟାଳୟ ସ୍ଥାପନ କରାଗଲେ ଖଣିବହୁଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନସାଧାରଣ ଉପକୃତ ହୁଅନ୍ତେ। ରାଜ୍ୟ ସରକାର ଏ ବାବଦରେ ପଦକ୍ଷେପ ନେବା ଆବଶ୍ୟକ।

ସତ୍ୟନାରାୟଣ ପଣ୍ଡା, ଛେଣ୍ଡ୍‌, ରାଉରକେଲା

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories