www.samajalive.in
Saturday, December 6, 2025
14.1 C
Bhubaneswar

ମହିଳାଙ୍କୁ ଏହି ଉପହାର ଦେବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହୋଇଥାଏ

ଶାସ୍ତ୍ରରେ ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି। ଯଦି ସେମାନେ ଖୁସି ରୁହନ୍ତି ତେବେ ଘରେ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ। ଯଦି କୌଣସି ପୁରୁଷ ଧନବାନ ହେବାକୁ ଚାହୁଁଥାନ୍ତି ତେବେ କେବେ ବି ନିଜ ଘରର ମହିଳାଙ୍କୁ ଦୁଃଖ ଦିଅନ୍ତୁ ନାହିଁ। କିଛି ଏପରି ଜିନିଷ ରହିଛି ଯାହା ଦେବା ଦ୍ୱାରା ମହିଳାମାନେ ଖୁସି ହୋଇଥାନ୍ତି। ଏହି ଦ୍ରବ୍ୟ ଦେବା ଦ୍ୱାରା ଘରେ କେବେ ବି ଝଗଡା ହୋଇ ନଥାଏ।


ଘରର ମହିଳାଙ୍କୁ ଉପହାରରେ ଶାଢୀ ଦେବା ଉଚିତ। ପତ୍ନୀ, ମା, ଝିଅ ଓ ଭଉଣୀ ଭଲ ଓ ସୁନ୍ଦର ପୋଷାକ ପିନ୍ଧିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ପାଇଥାନ୍ତି। ଅପରିଷ୍କାର ପୋଷାକ ପିନ୍ଧିବା ଦ୍ବାରା ପରିବାରରେ ଝଗଡା, ଧନହାନି, ସମ୍ମାନ ହାନି ହୋଇଥାଏ।
ଘରର ମହିଳାମାନେ ସର୍ବଦା ଗହଣା ପିନ୍ଧି ସଜେଇ ହେବା ଉଚିତ। ଏହାଦ୍ବାରା ଘରେ ସର୍ବଦା ଧନ-ସମ୍ପତ୍ତି ପରିପୂର୍ଣ୍ଣ ହୋଇ ରହିଥାଏ। ଯେକୌଣସି ବିଶେଷ ପର୍ବରେ ମହିଳାମାନଙ୍କୁ ଗହଣା ଉପହାର ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ରୋଜଗାରରେ ଉନ୍ନତି ହେବ।

- Advertisement -


ମିଠା କଥା କହିବା ଦ୍ୱାରା ସମସ୍ତେ ଖୁସି ହୋଇଥାନ୍ତି। ସର୍ବଦା ଘରର ମହିଳାଙ୍କୁ ସମ୍ମାନ ଦେବା ସହ ଭଲରେ କଥା ହୁଅନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିବା ସହ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories