www.samajalive.in
Saturday, December 13, 2025
27.1 C
Bhubaneswar

ଆରମ୍ଭ ହେବ ଶୀତଦିନ : ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ସବୁଜ ପନିପରିବା

ଶୀତ ଦିନ ଆରମ୍ଭ ହେବାକୁ ଅଳ୍ପ ବାକି ରହିଛି। ଏହି ଦିନରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ବହୁ ପରିମାଣରେ ସବୁଜ ପନିପରିବା, ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ପରଟା, ବିଭିନ୍ନ ପ୍ରକାରର ଶାଗ, ସୁପ୍‍ , ଜୁସ୍‍, ପନିପରିବା, ଗାଜର ହାଲୱା ଖାଇବା ପାଇଁ ଖୁବ ସୁଆଦିଆ ଲାଗେ। ଏହାଛଡ଼ା ଏହି ଦିନ ଅଧିକ ସବୁଜ ପନିପରିବା ମିଳୁଥିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଜାଣନ୍ତୁ ଏହା ବିଷୟରେ
ସବୁଜ ପନିପରିବାରେ ଥିବା ଭିଟାମିନ ହାଡ଼ ଓ ତ୍ୱଚା ପାଇଁ ଉପକାରୀ। ନିୟମିତ ସବୁଜ ପନିପରିବା ଖାଇବା ଦ୍ୱାରା ବୃକକ୍‍ ସଫା ଓ ସୁସ୍ଥ ରହେ। ଏହା ସହ ବୃକକ୍‍ ରେ ପଥର ( ଷ୍ଟୋନ୍‍ ) ସମସ୍ୟା ଦୂର ହୋଇଥାଏ। ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସବୁଜ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏହା ହାଡ଼କୁ ଶକ୍ତ କରିଥାଏ।
ସପ୍ତାହକୁ ୩ ରୁ ୪ ଥର ପାଳଙ୍ଗ ଶାଗ, ମୂଳା, ମୂଳା ଶାଗ, ସୋରିଷ , ମେଥି ଶାଗ ଖାଆନ୍ତୁ।
ବିଶେଷଜ୍ଞଙ୍କ ମତରେ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇଲେ ଏହା କର୍କଟ ରୋଗରୁ ରକ୍ଷା କରେ। ପନିପରିବାରେ ମିନେରାଲ୍ସ, ଫାଇବର, ଆଇରନ, କ୍ୟାଲସିୟମ ଆଦି ରହିଥିବାରୁ ଏହା ଶରୀରକୁ ବହୁ ରୋଗରୁ ରକ୍ଷା କରେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories