ଜେନିଭା : ଚଳିତବର୍ଷ ଶେଷ ପୂର୍ବରୁ କରୋନା ସଂକ୍ରମଣ ନିରୋଧୀ ଟୀକା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ପ୍ରାୟ ୧୦ଟି ଟୀକା ମନୁଷ୍ୟ ଦେହରେ ପ୍ରୟୋଗ ସ୍ତରରେ ଥିବାବେଳେ ସେଥିମଧ୍ୟରୁ ୩ଟି ତୃତୀୟ ସ୍ତରକୁ ଉନ୍ନୀତ ହୋଇଛନ୍ତି। ଯଦି ଏହିବର୍ଷ ଶେଷ ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ନମୁନା ସଫଳ ହୁଏ, ଆସନ୍ତାବର୍ଷ ସୁଦ୍ଧା ସାରା ବିଶ୍ୱରେ ଏହି ଟୀକା ଉପଲବ୍ଧ ହୋଇପାରିବ।
ଚଳିତବର୍ଷ ଶେଷ ପୂର୍ବରୁ ପ୍ରସ୍ତୁତ ହେବ କରୋନା ସଂକ୍ରମଣ ନିରୋଧୀ ଟୀକା : ‘ହୁ’
Popular Categories



