www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କଲେ ସାଂସଦ ମହୁଆ

ଡେସ୍କ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ‘ପ୍ରଶ୍ନ ପାଇଁ ଲାଞ୍ଚ’ ଅଭିଯୋଗରେ ସଦାଚାର କମିଟି ନିକଟରେ ହାଜର ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ୩ଟି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଓ ପ୍ରମାଣ ଆଧାରରେ ତାଙ୍କୁ ସଦାଚାର କମିଟି ସଦସ୍ୟ ମାନେ ପ୍ରସଙ୍ଗ ଭିତ୍ତିକ ପ୍ରଶ୍ନ ପଚାରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସାଂସଦ ମହୁଆ ତାଙ୍କ ବିରୁଦ୍ଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ସୂଚନାନୁସାରେ, ସଦାଚାର କମିଟି ଦ୍ୱାରା ମହୁଆ ମିତ୍ର ଆଜି ଦେଇଥିବା ବିବୃତ୍ତିର ଅଭିଯୋଗକାରୀଙ୍କ ତଥ୍ୟ ସହ ପରୀକ୍ଷଣ କରାଯିବ। ବିଜେପି ସାଂସଦ ବିନୋଦ ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ସଦାଚାର କମିଟିରେ ସାଂସଦ ଭି ବୈଥୀଲିଙ୍ଗମ୍, ଦାନିଶ ଅଲି, ସୁନୀତା ଡଗଲ, ଅପରାଜିତା ଷଡ଼ଙ୍ଗୀ, ପରଣୀତି କୌର, ସ୍ୱାମୀ ସୁମେଧାନନ୍ଦ ଏବଂ ରାଜଦୀପ ରାୟଙ୍କୁ ନେଇ ଗଠିତ କମିଟି ଆଜି ମହୁଆଙ୍କୁ ଜେରା କରିଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories