www.samajalive.in
Friday, December 5, 2025
17.1 C
Bhubaneswar

ହ୍ବାଟ୍ସଆପ୍ ଆଣିଲା ନୂଆ ସୁବିଧା, ଷ୍ଟାଟସକୁ କରିପାରିବେ ଲାଇକ୍

ନୂଆଦିଲ୍ଲୀ : ମେସେଜ୍, ଭିଡିଓ ବା ଫଟୋ ପଠାଇବା ପାଇଁ ଲୋକମାନେ ହ୍ବାଟ୍ସଆପକୁ ଅଧିକ ବ୍ୟବହାର କରୁଛନ୍ତି । ଏହାର ଷ୍ଟାଟସ୍ ସୁବିଧାକୁ ମଧ୍ୟ ଲୋକେ ବହୁଳ ବ୍ୟବହାର କରୁଛନ୍ତି । ଏହି ସୁବିଧା ଅନୁସାରେ ଆପଣ ନିଜ ବନ୍ଧୁ ବା ପରିବାର ଲୋକଙ୍କ ଷ୍ଟାଟସ ଦେଖିପାରିବେ ଏବଂ ସେମାନେ ମଧ୍ୟ ଆପଣ ପୋଷ୍ଟ କରୁଥିବା ଷ୍ଟାଟସ ୨୪ ଘଣ୍ଟା ମଧ୍ୟରେ ଦେଖିପାରିବେ ।

ଏବେ ହ୍ବାଟ୍ସଆପ୍ ଏକ ସୁବିଧା ନେଇଆସିଛି । ଏହି ସୁବିଧା ଅନୁସାରେ ଏଣିକି ଆପଣ କାହାର ଷ୍ଟାଟସ୍ ଦେଖିବା ସହ ଲାଇକ୍ ମଧ୍ୟ କରିପାରିବେ । ପୂର୍ବରୁ କେବଳ ରିପ୍ଲାଇ ଦେଇହେଉଥିଲା । କିନ୍ତୁ ଏଣିକି ଆପଣ ହ୍ବାଟ୍ସଆପ୍ ଷ୍ଟାଟସକୁ ଲାଇକ୍ ବା ପସନ୍ଦ କରିପାରିବେ । ଏହି ଫିଚର ରିପ୍ଲାଇ ବଟନ ପାଖରେ ଏକ ହୃଦୟ ଆକାରର ଆଇକନ୍ ରୂପେ ନଜର ଆସିବ । ଏହି ବିକଳ୍ପ ଉପରେ କ୍ଲିକ୍ କରି ଆପଣ ଦେଖିଥିବା ଷ୍ଟାଟସକୁ ଲାଇକ୍ କରିପାରିବେ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories