ବାଘପତ୍: ସୋସିଆଲ୍ ମିଡିଆରେ ଦେଶ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ଜଣେ ହ୍ୱାଟ୍ସଆପ୍ ଗ୍ରୁପ୍ ଆଡ୍ମିନ୍ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଜନସେବା କେନ୍ଦ୍ର ପରିଚାଳନା କରୁଥିବା ନଇମ୍ ନାମକ ଜଣେ ଯୁବକ ହ୍ୱାଟସ୍ଆପ୍ରେ ଭାରତ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଲେଖି ପୋଷ୍ଟ କରିଥିଲେ। ଏହା ବିରୋଧରେ ବାମନୁଆଲିର ଦୀପକ କୁମାର ନାମକ ଜଣେ ଯୁବକ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନଇମ୍ଙ୍କୁ ଗିରଫ କରାଯାଇଛି।
Popular Categories



