www.samajalive.in
Saturday, December 6, 2025
23.1 C
Bhubaneswar

ମାନସିକ ଚାପ କମ୍ କରିବାର ଉପାୟ

ସୁଗନ୍ଧ ଆମ ମାନସିକ ଅବସାଦ ଓ ଚାପକୁ ଅନେକାଂଶରେ କମ୍ କରିଥାଏ, ଅନୁସନ୍ଧାନରୁ ଏହା ପ୍ରମାଣିତ ହୋଇଛି। ଘରେ ଧୂପକାଠିର ବାସ୍ନା, ଅତରର ସୁଗନ୍ଧ ଘ୍ରାଣ କଲେ ତାହା ମାନସିକ ଅଶାନ୍ତିକୁ ଦୂର କରୁଥିବାର ବିଶେଷଜ୍ଞଙ୍କ ମତ।

  •  ଏବେ ବଜାର ଓ ଅନ୍-ଲାଇନ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ଅଏଲ୍ ଡିଫ୍ୟୁଜର୍ ଆପଣ ବ୍ୟବହାର କରିପାରନ୍ତି। ଏହାର ବାସ୍ନା ଘର ମହକାଇବା ସହ ମନ ପ୍ରଫୁଲ୍ଲ ରଖେ।
  •  ଦୁର୍ଗନ୍ଧ ବାତାବରଣ ତଥା ଅପରିଷ୍କାର ସ୍ଥାନରେ ରହିଲେ ରୋଗ ହେବା ସହ ଚିଡ଼ଚିଡ଼ା ଲାଗେ। ଆମ ଦୈନନ୍ଦିନ ଜୀବନ ମଧ୍ୟ ଏହା କାରଣରୁ ପ୍ରଭାବିତ ହୋଇଥାଏ।
  •  ବାଲକୋନିରେ ମଲ୍ଲୀ ଫୁଲ କୁଣ୍ଡ ରଖନ୍ତୁ। ଦୈନିକ ସକାଳବେଳା ଏଇ ସ୍ଥାନରେ କିଛି ସମୟ ବୁଲିବା ଆପଣଙ୍କୁ ଫୂର୍ତ୍ତି ରଖିବ।
  •  ଘରେ ହୋମ ବାସ୍ନା ମଧ୍ୟ ଆମ ଚତୁର୍ଦିଗକୁ ପ୍ରଭାବିତ କରେ।
  •  ଏହା ସହ ବୈଠକଖାନାରେ ଏକ ପାତ୍ରରେ ପାଣି ରଖି ସେଥିରେ ଏସେନ୍‌ସିଆଲ୍ ଅଏଲ୍ ମିଶାଇଲେ ତାହାର ବାସ୍ନା ଚତୁର୍ଦିଗକୁ ମହକାଇଦିଏ। ବାସ୍ନାର ପ୍ରଭାବ ମନୁଷ୍ୟର ଅବସାଦକୁ କମ୍ କରେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories