www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା ପାଣିରେ ଅଟୋ ଚାଳକଙ୍କ ଡ୍ୟାନ୍ସ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଭୋପାଳ: ବର୍ଷା ପାଣିରେ ଯୁବକଙ୍କ ଡ୍ୟାନ୍ସକୁ ଦେଖନ୍ତୁ । ଗୀତର ତାଳେ ତାଳେ ରିଲ୍ କରିବାରେ ବ୍ୟସ୍ତ ଏହି ଅଟୋ ଚାଳକ ଜଣକ । ବର୍ଷା ପାଣି ରାସ୍ତରେ ଲହଡ଼ି ମାରୁଛି । ଭିଡିଓରେ କିଛି ଗାଡ଼ି ରାସ୍ତାରେ ଯାତାୟାତ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ହେଲେ ଯୁବକ ଜଣକ ବଲିଉଡର ଗୋଟିଏ ପୁରୁଣା ଗୀତରେ ନାଚିବା ସହ ବର୍ଷାର ଖୁବ୍ ମଜା ନେଉଛନ୍ତି ।

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇାରାଲ ହେବାର ଲାଗିଛି । ଭିଡିଓଟି ଭୋପାଳର ବୋଲି ଜଣାପଡ଼ିଥିବା ବେଳେ ଯୁବକ ଜଣକ ଅଟୋ ଡ୍ରାଇଭର ବୋଲି କୁହାଯାଉଛି । ତେବେ ମୌସୁମୀ ବର୍ଷାରେ ଉବୁଟୁବୁ ହେଉଛି ସାରା ଦେଶ । ହେଲେ ଭୋପାଳରେ ପ୍ରବଳ ବର୍ଷା ସାଙ୍ଗକୁ ଏହି ଚିତ୍ର ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories