www.samajalive.in
Saturday, December 6, 2025
17.1 C
Bhubaneswar

ଦ୍ବିତୀୟ ବିଶ୍ଵଯୁଦ୍ଧର ୭୫ ବର୍ଷ ପୂର୍ତ୍ତି: ମସ୍କୋରେ ଭାରତୀୟ ସେନାର ବିଜୟ ଦିବସ ପରେଡ

ମସ୍କୋ: ଦ୍ବିତୀୟ ବିଶ୍ଵଯୁଦ୍ଧର ୭୫ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ରୁଷର ରାଜଧାନୀ ମସ୍କୋର ରେଡ୍‌ ସ୍କୋୟାରରେ ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥିଭାବେ ଯୋଗଦେଇ ପରେଡ୍‌ ଅଭିଭାଦନ ଗ୍ରହଣ କରିଛନ୍ତି। ପରେଡ୍‌ରେ ଭାରତର ୩ ସେନାର କିଛି ଅଧିକାରୀ ଏବଂ ଯବାନ ସାମିଲ ହୋଇଥିଲେ।

ଲଦାଖରେ ଚୀନ ସହିତ ସୀମା ବିବାଦ ଜାରି ରହିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ୩ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବିଜୟ ଦିବସ ପରେଡ୍‌ର ୭୫ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏଥିରେ ଭାରତ ୭୫ ଯବାନ ସାମିଲ ହୋଇଛି। ସୂଚନାଯୋଗ୍ୟ, ଗତ ୩ମାସ ମଧ୍ୟରେ ରାଜନାଥଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଏହି ସମୟରେ ଭାରତ ରୁଷଠାରୁ କିଣିବାକୁ ଥିବା ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ରଶସ୍ତ୍ରଗୁଡ଼ିକର ତ୍ଵରିତ ଯୋଗାଣ ସମ୍ପର୍କରେ ରାଜନାଥ ଆଲୋଚନା କରିପାରନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories