କେନ୍ଦ୍ରାପଡା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନିକିରାଈ ଏଆରଆଇ ଅଭିମନ୍ୟୁ ବେହେରା । ୧୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି । ଏହାସହିତ ରାଜସ୍ୱ ନିରୀକ୍ଷକଙ୍କ ଆଳି ଓ ଗରାପୁର ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ନିକିରାଈ ଆରଆଇ ଅଫିସରେ ମଧ୍ୟ ଚଢାଉ ହୋଇଥିବା ସୂଚନା ମିଳିଛି ।
Popular Categories



