ବଲାଙ୍ଗିର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବୁଧବାର ଜଣାପଡ଼ିଛି। ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରରେ ତଲାସି ଆରମ୍ଭ ହୋଇଛି। ଡିଏସପି ଦାଶରଥୀ ସେଠୀ, କାଦମ୍ବିନୀ ସାମଲ, ଇନସ୍ପେକ୍ଟର ସଦାନନ୍ଦ ପାଣି, ତୁଷାର ମହାପାତ୍ର, ବିଷ୍ନୁପ୍ରସାଦ ଜାଲ ଓ ଅନ୍ୟମାନେ ଚଢଉ ଜାରି ରଖିଛନ୍ତି।
Popular Categories



