www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ଆକାଶରୁ ଖସିଲା ବିରାଟ ଉଲ୍‌କାପିଣ୍ଡ

ସମାଜ ଡିଜିଟାଲ ଡେସ୍କ: ରାତି ଆକାଶରେ ଅନେକ ସମୟରେ ଉଲକାପାତ ଦେଖିବାକୁ ମିଳିଥାଏ। ହେଲେ ଏହାର ଦୃଶ୍ୟକୁ ସବୁବେଳେ କ୍ୟାମେରାରେ କଏଦ କରିବା ସମ୍ଭବ ହୋଇ ନ ଥାଏ। ଉଲକାପାତ ଏକ ବିରଳ ଦୃଶ୍ୟ, ଯାହା ସର୍ବଦା ଦେଖିବାକୁ ମିଳି ନ ଥାଏ। ଏବେ ସାମାଜିକ ଗଣମାଧ୍ୟମରେ ଉଲକାପାତର ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି। ଯେଉଁଥିରେ ଏକ ବିରାଟ ଉଲକାପିଣ୍ଡ ଆକାଶରୁ ପ୍ରଚଣ୍ଡ ଆଲୋକ ସହିତ ଖସୁଥିବାର ଦେଖାଯାଉଛି। ଜଣେ ବ୍ୟକ୍ତି ଏହାର ଚଳନ୍ତି ଚିତ୍ର ଉତ୍ତୋଳନ କରିଛନ୍ତି। ଏହି ଦୃଶ୍ୟଟି ଆମେରିକାର କେଣ୍ଟୁକି ସହରର।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories