www.samajalive.in
Saturday, December 6, 2025
15.1 C
Bhubaneswar

ଦୋକାନକୁ ପଶିଗଲା ଥାନା ଅଧିକାରୀଙ୍କ ଗାଡ଼ି

ସମାଜ ଡିଜିଟାଲ ଡେସ୍କ: ଦୋକାନ ଭିତରକୁ ପଶିଗଲା ଥାନା ଅଧିକାରୀଙ୍କ ଗାଡ଼ି। ରାଜଧାନୀ ଭୁବନେଶ୍ଵରର ସିବିଆଇ ଅଫିସ ନିକଟରେ ଗତ ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ଫୁଟପାଥରେ ଚଢ଼ିଯାଇ ଏକ ଦୋକାନ ଭିତରକୁ ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଗାଡ଼ିକୁ ରାଜଧାନୀର ଜଣେ ଥାନା ଅଧିକାରୀଙ୍କ ଡ୍ରାଇଭର ଚଳାଉଥିଲେ। ତେବେ ସେ ନିଶାସକ୍ତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories