www.samajalive.in
Sunday, December 14, 2025
14.1 C
Bhubaneswar

ଉତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର, ଶ୍ରମିକଙ୍କୁ ପାଇପରେ ଉଦ୍ଧାର କଲା ଏନଡିଆରଏଫ

ଉତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର। ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର ଆରମ୍ଭ ହୋଇଛି। ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଇପରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧା କରାଯାଉଛି। ପ୍ରଥମ ଦଫାରେ ୯ଶ୍ରମିକଙ୍କୁ ବାହାରକୁ ଅଣାଯାଇଛି।  ୫ଜଣ ମଧ୍ୟରେ ଓଡ଼ିଶାର ବିଶେଶ୍ବର ନାୟକ ଓ ତପନ ମଣ୍ଡଳ ରହିଛନ୍ତି। ପ୍ରତିକ୍ଷାର ଅନ୍ତ ଘଟାଇ ୫ଜଣ ଶ୍ରମିକ ବାହାରକୁ ଆସିଛନ୍ତି। ଟନେଲରେ ଫସି ରହିଥିବା ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟନେଲ ବାହାରେ ଆମ୍ବୁଲାନ୍ସ ଏବଂ ମେଡ଼ିକାଲ ଟିମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories