www.samajalive.in
Saturday, December 6, 2025
16.1 C
Bhubaneswar

ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ, ସତର୍କତା!

ଯୁଗ ଅନୁସାରେ ତାଳ ଦେଇ ଆଗକୁ ବଢ଼ୁଥିବା ଲୋକେ ସ୍ମାର୍ଟଫୋନକୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମନେକରୁଛନ୍ତି। ଯଦିଓ ଆଜିର ସମୟରେ ଏହାର ଉପଯୋଗରେ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି, ତେବେ କେତୋଟି ଦିଗ ପ୍ରତି ବେଶ୍ ଧ୍ୟାନ ଦେବା ଜରୁରୀ। ଫୋନକୁ ଅକାମୀ ହେବାରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଲୋକେ ଏହାର ବ୍ୟବହାର ନିୟମ ଜାଣିବା ଉଚିତ।

– ଫୋନକୁ ଘଣ୍ଟାଘଣ୍ଟା ଧରି ଚାର୍ଜ କରୁଥିଲେ, ତାହା ବିପଜ୍ଜନକ। ଦିନକୁ ଥରୁଟିଏ ଫୁଲ୍ ଚାର୍ଜ କରାଇନେବା ଭଲ।

- Advertisement -

– ଚାର୍ଜ କରୁଥିବା ସମୟରେ କେବେହେଲେ କୌଣସି କଲ୍ କରନ୍ତୁନାହିଁ। ଫୋନ୍ ବିସ୍ଫୋରଣ ହେବାର ସମ୍ଭାବନା ସର୍ବାଧିକ ରହିଛି।

– ନିୟମିତ ଅନ୍-ଲାଇନ୍ ଗେମ୍ ଖେଳିବା ମଧ୍ୟ ସ୍ମାର୍ଟଫୋନ୍ ଖରାପ କରିବାର ଆଶଙ୍କା ବଢ଼ାଇଥାଏ।

– ଦୈନିକ ଘଣ୍ଟାଘଣ୍ଟା ୱାଇଫାଇ ଓ ହଟସ୍ପଟ୍ ଅନ୍ ରଖିଲେ ମଧ୍ୟ ଫୋନ୍ ପ୍ରତି ବିପଦ ବଢ଼େ।

– ଫୋନର ସଫଟୱେୟାର ଯଥା ସମୟରେ ଅପଡେଟ କରାଇବା ଅନ୍ୟତମ ଜରୁରୀ କାମ।

– ଏହା ସହ ଫୋନ୍ ମେମୋରୀକୁ ଫୁଲ୍ ନ ରଖି ନିୟମିତ ଭାବେ ଫଟୋ ଓ ଭିଡିଓ ଡିଲିଟ୍ କରିବା ଉଚିତ।

– ଅନ୍-ଲାଇନ୍ ମ୍ୟୁଜିକ୍ ଶୁଣୁଥିବା ଲୋକେ ମଧ୍ୟ ସାବଧାନ। ଏହା ଫୋନକୁ ଶୀଘ୍ର ଗରମ କରିବା ସହ ବିସ୍ଫୋରଣ ହେବାର ମଧ୍ୟ ଭୟ ଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories