www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକା:ସାବତ ଝିଅକୁ ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ନ୍ୟୁୟର୍କ .- ସାବତ ଝିଅକୁ ହତ୍ୟା ଅଭିଯୋଗରେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶାମଦାଇ ଅର୍ଜୁନ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଶାମାଦାଇ ୯ ବର୍ଷର ସାବତ ଝିଅଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସ୍ନାନ କରିବାକୁ ଥିବା ବଡ ଟବ୍‌ରେ ବୁଡାଇ ଦେଇଥିଲେ । ୨୦୧୬ ମସିହାରେ ନ୍ୟୁୟର୍କରେ ଏହି ଘଟଣା ଘଟିଥିଲା ।

ନ୍ୟୁୟର୍କର ରିଚ୍‌ମଣ୍ଡ ହିଲ୍‌ରେ ସୁଖଜିନ୍ଦର ସିଂଙ୍କ ସହ ରହୁଥିଲେ । ସୁଖଜିନ୍ଦରଙ୍କ ପ୍ରଥମ ପତ୍ନୀଙ୍କଠାରୁ ହୋଇଥିବା ଝିଅ ଆଶଦୀପ କୌର କିଛି ଦିନ ପରେ ତାଙ୍କ ସହ ରହିବା ପାଇଁ ଆସିଥିଲେ । ଆଶଦୀପ ଆସିବାର ତିନିମାସପରେ ଶାମଦାଇ ତାକୁ ହତ୍ୟା କରିଥିଲେ । ଶାମଦାଇଙ୍କୁ ଏବେ ୫୫ ବର୍ଷ । ଜୁନ୍‌ ୩ ତାରିଖଙ୍କୁ ତାଙ୍କୁ ଜେଲ୍‌ ନିଆଯିବ । ତାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ହୋଇପାରେ ।

- Advertisement -

ଆଶାଦୀପକୁ ହତ୍ୟା କରିବା ପରେ ଶାମଦାଇ ତାଙ୍କର ପୂର୍ବତନ ସ୍ୱାମୀ ରେୟମଣ୍ଡ ନାରାୟଣଙ୍କ ସହ ଘର ଛାଡି ପଳାଇଥିଲେ । ଏହାକୁ ତାଙ୍କ ପଡୋଶୀ ଦେଖି ଥିଲେ । ସେ ଆଶଦୀପ ବିଷୟରେ ପଚାରିଥିଲେ । ମାତ୍ର ସେ ତା ବାପାଙ୍କୁ ଅପେକ୍ଷା କରିଥିବା କଥା ଶାମଦାଇ କହିଥିଲେ । ଏହପରେ ପ଼ଡୋଶୀ ଆଶାଦୀପର ବାପା ସୁଖଜିନ୍ଦରଙ୍କୁ ଫୋନ୍‌ କରିଥିଲେ । ସୁଖଜିନ୍ଦର ତାଙ୍କୁ ଘର ଦେଖିବା ପାଇଁ କହିଥିଲେ । ୨ ଘଣ୍ଟା ପରେ ସେ ଦେଖିଲା ବେଳକୁ ସ୍ନାନାଗାରରେ ଆଶଦୀପର ମୃତ ଦେହ ପଡିଥିଲା ।
ପରେ ଶବ ବ୍ୟବଛେଦ ରିପୋର୍ଟରୁ ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବ ସ୍ପଷ୍ଟ ହୋଇଥିଲା । ତଦନ୍ତ ବେଳେ ଶାମଦାଇ ତାଙ୍କୁ ହତ୍ୟା କରିଥିବା ପ୍ରମାଣ ମି

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories