www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରକାଶ ପାଇଲା ସିଭିଲ୍‌‌ ସର୍ଭିସ୍‌‌ ୨୦୨୩ ପରୀକ୍ଷା ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୩ ସିଭିଲ୍‌‌ ସର୍ଭିସ୍‌‌ ପରୀକ୍ଷା ଫଳ। ୧୦୧୬ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣି ହୋଇଛନ୍ତି। ସାଧାରଣ ବର୍ଗରେ ୩୪୭, ଆର୍ଥିକ ପଛୁଆ ବର୍ଗରେ ୧୧୫, ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଦିତ୍ୟ ଶ୍ରୀବାସ୍ତବ ଅଲ ଇଣ୍ଡିଆ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ରାଙ୍କ୍‌‌ରେ ଓଡ଼ିଶାର ଅନିମେଶ ପ୍ରଧାନ ରହିଛନ୍ତି। ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ, ଚତୁର୍ଥ ସ୍ଥାନରେ ପିକେ ସିଦ୍ଧାର୍ଥ ରାମକୁମାର ଓ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଏଥର ୫ଜଣ ବାଳିକା ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି।

ଟପ୍‌‌ ୨୦ ମେରିଟ୍‌‌ ତାଲିକାରେ ସ୍ଥାନ ପାଇଛନ୍ତି . . .

- Advertisement -

୧ ଆଦିତ୍ୟ ଶ୍ରୀବାସ୍ତବ
୨ ଅନିମେଶ ପ୍ରଧାନ
୩ ଡୋନୁରୁ ଅନନ୍ୟା ରେଡ୍ଡୀ
୪ ପି.କେ ସିଦ୍ଧାର୍ଥ ରାମକୁମାର
୫ ରୁହାନୀ
୬ ସୃଷ୍ଟି ଦାବସ
୭ ଅନମୋଲ ରାଠୋର
୮ ଆଶିଷ କୁମାର
୯ ନୌସିନ୍‌‌
୧୦ ଐଶ୍ୱର୍ଯ୍ୟାମ୍‌‌ ପ୍ରଜାପତି
୧୧ କୁସ୍‌‌ ମତୱାନି
୧୨ ଅନିକେତ୍‌‌ ସାଣ୍ଡିଲ୍ୟ
୧୩ ମେଧା ଆନନ୍ଦ
୧୪ ଶୌର୍ଯ୍ୟ ଅରୋରା
୧୫ କୁନାଲ ରସ୍ତୋଗି
୧୬ ଅୟାନ ଜୈନ
୧୭ ସ୍ୱାତୀ ଶର୍ମା
୧୮ ୱାର୍ଦା ଖାନ୍‌‌
୧୯ ଶିବମ୍‌‌ କୁମାର
୨୦ ଆକାଶ ବର୍ମା

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories