www.samajalive.in
Friday, December 5, 2025
17.1 C
Bhubaneswar

ନୂତନ ଶିକ୍ଷାବର୍ଷ ନେଇ ୟୁଜିସି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିବ। ଏ ନେଇ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଠ ୧ରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୩୧ରେ ଶେଷ ହେବ। ଦ୍ବିତୀୟ ଓ ତୃତୀୟ ବର୍ଷ ପାଠପଢ଼ା ଏହି ତାରିଖରୁ ଆରମ୍ଭ ହେବ; କିନ୍ତୁ ନୂଆ ପ୍ରଥମ ବାର୍ଷିକ ପାଠପଢ଼ା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ସେହିପରି ପ୍ରଥମ ସେମିଷ୍ଟର ପରୀକ୍ଷା ୨୦୨୧ ଜାନୁଆରୀ ୧ରୁ ୨୫ ମଧ୍ୟରେ ଆୟୋଜନ ହେବ। ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷ କାର୍ଯ୍ୟକାରୀ ହେବ। ୨୦୨୧ ମଇ ୨୬ରୁ ପରୀକ୍ଷା ଆରମ୍ଭ ହୋଇ ଜୁଳାଇ ୧ରୁ ୩୦ ମଧ୍ୟରେ ଗ୍ରୀଷ୍ମାବକାଶ ହେବ। ପରବର୍ତ୍ତୀ ଶିକ୍ଷାବର୍ଷ ୨୦୨୧ ସେପ୍ଟେମ୍ବର ୨ରୁ ଆରମ୍ଭ ହେବ। ଏହି ନୂଆ ଯୋଜନାକୁ ୟୁଜିସି ଦ୍ବାରା ଗଠିତ ସ୍ବତନ୍ତ୍ର କମିଟି ଅନୁମୋଦନ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories