www.samajalive.in
Saturday, December 6, 2025
16.1 C
Bhubaneswar

ଛତିଶଗଡ ବିଜାପୁରରେ ବଡ ଧରରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁଇ ଯବାନ ଓ ଜଣେ ଡ୍ରାଇଭର ଆହତ

ବିଜାପୁର : ଛତିଶଗଡ ବିଜାପୁରରେ ବଡ ଧରରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ଓ ଜଣେ ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଦୁଇ ଯବାନ ଓ  ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କୁମ୍ବିଂ ଅପରେସନ୍ ସାରି ପିକଅପ ଭ୍ୟାନରେ ଫେରୁଥିବାବେଳେ ଜାତୀୟ ରାଜପଥ ୬୩ରେ ଲାଲବାହିନୀ ଲ୍ୟାଣ୍ଡଲାଇନ୍‌‌ ବିସ୍ଫୋରଣ କରିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ବହୁ ଯବାନ ଅଳ୍ପକେ ବର୍ତ୍ତିଯାଇଛନ୍ତି। । କୁମ୍ଭିଂ ଅପରେସନ ସାରି ଫେରୁଥିବାବେଳେ ବିସ୍ଫୋରଣ ଏହି ବିସ୍ଫୋରଣ ଘଟିଛି ଏବଂ ଜାତୀୟ ରାଜପଥ ୬୩ ନିକଟରେ ୫ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories